STORYMIRROR

Eshani Samal

Abstract

3  

Eshani Samal

Abstract

ସେଦିନ

ସେଦିନ

1 min
361

ସେ ଦିନ ସେଠି ଲଜ୍ୟା ର ଆସ୍ତରଣ ଥିଲା ସତ

ମାତ୍ର ସଂକୋଚ କି ଭୟ ର ପ୍ରଶ୍ନ ନଥିଲା

ସେଦିନ ର ସେ ରଜନୀଗଂଧା ର ବାସ୍ନା ଠାରୁ ମୁ ଅଧିକ ତୁମ ଦେହ ର ବାସ୍ନା ରେ ବିଭୋର ହୋଇ ସାରିଥିଲି

ଆଉ ପରେସଂସାର ରାଜ୍ୟ ର ସ୍ୱର୍ଗ ସୁଖ କୁ ହାସଲ କରି

ଆତ୍ମତୄପ୍ତି ଲାଭ କରିଥିଲି



Rate this content
Log in

Similar oriya poem from Abstract