STORYMIRROR

Eshani Samal

Others

3  

Eshani Samal

Others

ଅର୍ଖା ନୂଆ

ଅର୍ଖା ନୂଆ

1 min
176

ଚାହୁଁ ଚାହୁଁ ଗୋଟେ ବର୍ଷ ବିତିଗଲା

ତୁମେ କିନ୍ତୁ ଟିକିଏ ବି ପୁରୁଣା ହେଲନି ମୋ ପାଇଁ

କେତେ ଯେ ଘଷିମାଜି ହେବି ଆଉ ତୁମଠି

ଥକିନି କିନ୍ତୁ,

ହେଲେ ତୁମେ ତ କିନ୍ତୁ ପୁରୁଣା ହୋଉନ।

କେଡେ ଇଏ ଯେ ତୁମେ!

କେଜାଣି କଣ ତାକୁ କୁହନ୍ତି!

ସେଟା ତୁମେ ଜାଣିଥିଵ

 ମୁଁ ତ ଯେତେ ପଢୁଛି ସେତେ ହଜୁଛି

ଭାରି ଭଲ ଲାଗୁଛି ଯେ କିନ୍ତୁ ତୁମ ନୂଆ ପଣରେ ନୂଆ ହବାକୁ।

ସେଥିପାଇଁ ତ ମୁଁ ଆଜି ବି ତୁମକୁ ଭାବିଲେ ଚକଚକ୍ କରେ।

କିଏ ସେତେବେଳେ ମତେ ଟିକିଏ କଳା ଟିକେ ଲଗାଏ ତ କିଏ ପୁଣି ଥୁ କରି ଛେପରୁ ଟିକେ ପକାଏ

କିଛି ଲୋକ କିନ୍ତୁ ମୋ ଆଖି ତଳର କଳା ଦାଗକୁ ସନ୍ଦେହ କରନ୍ତି

ଆଉ ମୁଁ ସେତେବେଳେ ଫେଁ କରି ହସିଦିଏ

ହଁ, ସେମାନେ ବି ମୋ ସହ ହସନ୍ତି

ଆଉ କଣ ବା କରିବି ତୁମେ କୁହ ତ!

ତୁମେ ତ ସେଇ ଅର୍ଖା

ଚାହୁଁ ଚାହୁଁ ଗୋଟେ ବର୍ଷ ବିତିଗଲା

ତୁମେ କିନ୍ତୁ ଟିକିଏ ବି ପୁରୁଣା ହେଲନି ମୋ ପାଇଁ

କେତେ ଯେ ଘଷିମାଜି ହେବି ଆଉ ତୁମଠି

ଥକିନି କିନ୍ତୁ,

ହେଲେ ତୁମେ ତ କିନ୍ତୁ ପୁରୁଣା ହୋଉନ।

କେଡେ ଇଏ ଯେ ତୁମେ!

କେଜାଣି କଣ ତାକୁ କୁହନ୍ତି!

ସେଟା ତୁମେ ଜାଣିଥିଵ

 ମୁଁ ତ ଯେତେ ପଢୁଛି ସେତେ ହଜୁଛି

ଭାରି ଭଲ ଲାଗୁଛି ଯେ କିନ୍ତୁ ତୁମ ନୂଆ ପଣ ରେ ନୂଆ ହବାକୁ।

ସେଥିପାଇଁ ତ ମୁଁ ଆଜି ବି ତୁମକୁ ଭାବିଲେ ଚକଚକ୍ କରେ।

କିଏ ସେତେବେଳେ ମତେ ଟିକିଏ କଳା ଟିକେ ଲଗାଏ ତ କିଏ ପୁଣି ଥୁ କରି ଛେପରୁ ଟିକେ ପକାଏ

କିଛି ଲୋକ କିନ୍ତୁ ମୋ ଆଖି ତଳର କଳା ଦାଗକୁ ସନ୍ଦେହ କରନ୍ତି

ଆଉ ମୁଁ ସେତେବେଳେ ଫେଁ କରି ହସିଦିଏ

ହଁ, ସେମାନେ ବି ମୋ ସହ ହସନ୍ତି

ଆଉ କଣ ବା କରିବି ତୁମେ କୁହ ତ!

ତୁମେ ତ ସେଇ ଅର୍ଖା ନୂଆ।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍