STORYMIRROR

Shibangi Giri

Abstract Children Stories Drama

3  

Shibangi Giri

Abstract Children Stories Drama

ସ୍ବପ୍ନ

ସ୍ବପ୍ନ

1 min
12K

ଦୁରାଇ ଦୁଃଖୀ ଦୁନିଆ ଠାରୁ, 

    ଦେଖି ଅଛି ମୁହିଁ ଏକ ମଧୁର ସ୍ବପ୍ନ, 

ମନ ରେ ଉଲ୍ଲାସ, ଚକ୍ଷୁରେ ଆନନ୍ଦ, 

    ଦେଇ ଅଛି ସେ ଭରି,  

ପ୍ରଫୁଲ୍ଲ କରି ପ୍ରଦାନ କଲା ଯେ ନୂତନ ଆଶା,  

    କେବେ ସୁଗନ୍ଧିତ ସୁମନ ମଧ୍ୟରେ, 

କେବେ ଆଲୋକିତ ଯାତ୍ରା ମଧ୍ୟରେରେ, 

    କେବେ ସୁଶଯ୍ୟ ମାନବ ସଙ୍ଗମରେ, 

କେବେ ଦେଏ ନୀଳଶକଣ୍ଠ ଦର୍ଶନ, 

    ଭ୍ରମଣ କରି ପାରିଛି ମୁହିଁ, 

ଅନେକ ଯେ ମୁହୂର୍ତ ସ୍ବପ୍ନ ଦ୍ୱାର ଦେଇ , 

    ରହିଛି ସ୍ବପ୍ନ ର କେତେ ଯେ ପ୍ରଭାବ, 

ଭରି ଥାଏ ଯେ ଜୀବନେ ରଙ୍ଗ, 

    ନାହିଁ ଆଉ ମୋ ମନରେ କିଛି ଭି କଷ୍ଟ, 

କାରଣ ଦେଖି ଅଛି ମୁହିଁ ଏକ ମଧୁର ସ୍ବପ୍ନ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract