STORYMIRROR

Sayoni saismita chhatoi Isha

Romance Classics

3  

Sayoni saismita chhatoi Isha

Romance Classics

ସାଥୀ

ସାଥୀ

1 min
176

ଫେରନ୍ତା କି ପୁଣି ଦୱାପର 

ଫଗୁଣ ର ସେଇ ରାତି 

ହୋଇ ପାରନ୍ତି କିି ରାଧା

ଢାଳନ୍ତି ମନ ର ଅଶେଷ ପ୍ରିତି 

କରନ୍ତି ତାହାର ପଦର ବନ୍ଦନା 

ସମ୍ମୁଖେ ଉଭା ମୋ ଯେଉଁଁ ଭାବମୂର୍ତ୍ତି

ଏହିଠୁ ଯେ ଆରମ୍ଭ, ଏହିଠି କରେ ମୁଁ ଇତି 

ରକ୍ତ ସମ୍ପର୍କେ କେହିି ନୁହେଁ ତୁମ,

ହୃଦୟ ସମ୍ପର୍କେ ମୁଁହିଁ ତୁମ ସାଥୀ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sayoni saismita chhatoi Isha

ସାଥୀ

ସାଥୀ

1 min ପଢ଼ନ୍ତୁ

Similar oriya poem from Romance