ରକ୍ଷାକବଚ ମାସ୍କ
ରକ୍ଷାକବଚ ମାସ୍କ
ଜାତିର ଉନ୍ନତି ହେବରେ ଭାଇ,
ମାସ୍କ ରେ ଦେଲେ ମୁହଁ ଘୋଡେଇ,
ଚାଲ ଆମେ ସଭିଏଁ ହେବା ଏକ,
କରୋନା ହରେଇ ଜିତିବା ମଣିଷ
ସଭିଏଁ ଚାଲ ମାସ୍କ ପିନ୍ଧି,
କରୋନା ଦେବା ହୁଡେଇ।
ଜାତିର ଉନ୍ନତି ହେବରେ ଭାଇ,
ମାସ୍କ ରେ ଦେଲେ ମୁହଁ ଘୋଡେଇ,
ଚାଲ ଆମେ ସଭିଏଁ ହେବା ଏକ,
କରୋନା ହରେଇ ଜିତିବା ମଣିଷ
ସଭିଏଁ ଚାଲ ମାସ୍କ ପିନ୍ଧି,
କରୋନା ଦେବା ହୁଡେଇ।