STORYMIRROR

Debashisa Palei

Inspirational

3  

Debashisa Palei

Inspirational

ରାମୟଣରୁ ଶିକ୍ଷା

ରାମୟଣରୁ ଶିକ୍ଷା

1 min
206

ରାମୟଣରୁ ଶିଖିଲେ ଆମେ ତ୍ୟାଗ

 ଭଗବାନ ଶ୍ରୀରାମ କରିଥିଲ

ଚଉଦ ବର୍ଷ ଗୃହ ପରିତ୍ୟାଗ...(୧)


ଆମେ ମଧ୍ୟ ଶିଖିଲେ ଏକତାର ପରାକାଷ୍ଠା 

  ବାନର ସେନା ନିର୍ମାଣ କଲେ

 ସେତୁବନ୍ଧ ଭଳି ଅସାଧ୍ୟ କାର୍ଯ୍ୟ ଯଥା...(୨) 


ଆମେ ମଧ୍ୟ ଭକ୍ତିଭାବ ଦେଖିଲେ

 ଶବରୀର ଅଇଁଠା କୋଳିକୁ

 ରାମଚନ୍ଦ୍ର ସହୃଦୟେ ଗ୍ରହଣ କଲେ...(୩)


 ଭରତଙ୍କ ଠାରୁ ଶିଖିଲେ ଭାତୃପ୍ରୀତି 

 କରିଥିଲେ ଯେ ରାଜ୍ୟ ଶାସନ 

ଭ୍ରାତାଙ୍କ କଠଉ ରାଜ ସିଂହାସନରେ ରଖି...(୪) 


ଲକ୍ଷ୍ମଣଙ୍କ ଠାରୁ ପ୍ରତିଜ୍ଞା ଶିଖିଲେ

 ଇନ୍ଦ୍ରଜିତକୁ ବଦ୍ଧ କରିବାକୁ ଯେ 

ଚଉଦବର୍ଷ ଖାଦ୍ୟ ଗ୍ରହଣ କରିନଥିଲେ...(୫) 



ହନୁମାନଙ୍କ ପ୍ରଭୁଭକ୍ତିର ନାହିଁ ତୁଳନା 

ପାତାଳରରୁ ଉଧାରିଲେ ପ୍ରଭୁଙ୍କୁ 

ଭେଦ କରି ମହୀରାବଣର ଛଳନା...(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational