STORYMIRROR

Biswa bandita Patra

Inspirational

4  

Biswa bandita Patra

Inspirational

ରାକ୍ଷୀ ଉପହାର

ରାକ୍ଷୀ ଉପହାର

1 min
351

ରାକ୍ଷୀ,                              

ନୁହେଁ କେବଳ ଖଣ୍ଡେ ସୂତାର ନାମ                 

କାମନା କରେ ସେ ଭାଈ,ଭଉଣୀଙ୍କ ଅତୁଟ ପ୍ରେମ ।ଅନେକ ଦିନର ଅପେକ୍ଷା ପରେ ଆସିଛି ସେଦିନ   

ଯୋଉଦିନ ଭଉଣୀଟିଏ ବାନ୍ଧେ ରାକ୍ଷୀ ଭାଈର ହାତରେ 

ଆଉ କୁହଇ ସ୍ନେହରେ ....                   

ଭାଇ, ରାକ୍ଷୀ ବାନ୍ଧିଲି ମୁଁ ରଖିବ ମୋ ମାନ          

ଯେତେ ଯାହା ହେଲେ ବି କେବେ ଭାଙ୍ଗିଦବନି ମୋ ମନ । 

ଭଉଣୀ କଥାରେ ହଁ ଭରିଦେଇ ଭାଇ ପଚାରେ....      

ଆଛା କହିଲୁ କ'ଣ ଚାହୁଁଚୁ ତୁ ରାକ୍ଷଉପହାରେ ?         

ଉତ୍ତର ଦେବାକୁ ଯାଇ ଭଉଣୀଟି କହେ .....          

ଦାମୀ ବସ୍ତୁ ନାହିଁ ଅବଶ୍ୟକ ମୋର                

ତୋ ସ୍ନେହ ଆଉ ଭଲ ପାଇବା ,               

ଏଇ ବର୍ଷର ମୋର ରାକ୍ଷୀ ଉପହାର ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational