STORYMIRROR

Dr. Diptiranjan Behera

Romance

3  

Dr. Diptiranjan Behera

Romance

ପ୍ରତିଦିନ

ପ୍ରତିଦିନ

1 min
13.5K


ପ୍ରତିଦିନ କଥା ହୁଏ ନିରବରେ ତୁମ ସାଥେ

ହସଭରା ଓଠ ତଳେ, କୋହଭରା ଦୁଃଖ ସହି |

କାଳେ ତୁମେ ଚାଲିଯିବ ଆଉଥରେ ବହୁ ଦୂର

ହୃଦୟର ସ୍ପନ୍ଦନ କୁ, ଅନୁଭବେ ମିଛ କହି ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance