Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Subhasmita

Tragedy

2  

Subhashree Subhasmita

Tragedy

ପ୍ରତାରଣା

ପ୍ରତାରଣା

1 min
173


ଆସିଥିଲ ତୁମେ ଶ୍ରାବଣର ରିମ୍ ଝିମ୍ ବର୍ଷା ରେ

ଭିିଜିଲ ଆଉ ଭିଜେଇଲ ମୋତେ

ଦେଇଣ ପ୍ରଥମ ପରଷ ,

ଆସିଥିଲ ତୁମେ ଶୀତୁଆ ସକାଳରେ

ଉଷ୍ମତା ଭରିଦେଲ ମୋ ଦେହେ

ତୁୁମ ବାହୁ ବନ୍ଧନରେ ,

ଆସିଥିଲ ତୁମେ ବସନ୍ତର ମୃଦୁମୟରରେ

ବୋଳିଦେଲ ମୋ ଦେହେ ପ୍ରେମର ଅଭିିିର ,

ଚାଲିଗଲ ତୁମେ ବୈଶାଖର ନିିିଦାରୁଣ ଝାଞ୍ଜିରେ

ଦେଇଣ ଅନେକ କଷ୍ଟ ଓ ଯନ୍ତ୍ରଣା ..............

କେମିତି ଭୁଲିବି ଭଲା ତୁମର ଏ ପ୍ରତାରଣା .......




Rate this content
Log in

Similar oriya poem from Tragedy