STORYMIRROR

Pradeep Mohakud

Tragedy

3  

Pradeep Mohakud

Tragedy

ପ୍ରତାରଣା

ପ୍ରତାରଣା

1 min
13.3K



ମାଗିଥିଲି ଟିକିଏ ସିନ୍ଦୂର ତୁମକୁ

ମୋ ସିନ୍ଥିରେ ଭରିବ ବୋଲି!!

ସିନ୍ଥିରେ ସିନ୍ଦୂର ଦିଶୁ ନାହିଁ ନାଲି

ତୁମେ ଗଲାପରେ ଚାଲି!!

ଏ ପ୍ରେମ ଗୋଟେ ନୋଇ ବାଲି

କୂଳ କିନାରା ତାର କିଛି ନାହିଁ!!

କେତେ ବେଳେ ଆସେ କେତେ ବେଳେ ଚାଲି ଯାଏ

କିଛି ଯଣା ପଡେ ନାହିଁ!!

ହେ ପ୍ରେମର ଅସରନ୍ତି ନୋଇ ବାଲି

କାହିଁକି କରିଲ ମୋ ସିନ୍ଥିରେ ସିନ୍ଦୂର ଖାଲି!!

ଦେଇଦେଲମୋତେ ଧୋକା

ଅଧା ବାଟେ ମୋ ହାତ ଛାଡି ଦେଇ

କରିଦେଲ ମୋତେ ଏକା!!

ପ୍ରେମ ମାନେ ଯଦି ପ୍ରତାରଣା ଖାଲି

ପ୍ରେମ କର ନାହିଁ!!

ପ୍ରେମ କରି କାହା ଆଖିରେ ଲୁହ ଦେବା

ତାକୁ ପୁରଷ ପଣିଆ କୁହାଯାଏ ନାହିଁ!!


ପ୍ରଦୀପ ମହାକୁଡ଼

ଭଦ୍ରକ ବାସୁଦେବପୁର

ବ୍ରାହ୍ମଣଗାଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pradeep Mohakud

Similar oriya poem from Tragedy