STORYMIRROR

Sunita Sahu

Romance

3  

Sunita Sahu

Romance

ପ୍ରିୟତମା

ପ୍ରିୟତମା

1 min
235

ସେ ଅପେକ୍ଷାର ଏକ ଅସରନ୍ତା ପଥ

ମୁଁ ଅପେକ୍ଷାରତ ଏକ ନିରୁଦ୍ଧିଷ୍ଟ ପଥିକ।


ସେ ଫେରେନି ମୋ ପାଇଁ 

ମୁଁ ଫେରିପରେ ନାହିଁ ତା ପାଇଁ।


ସେ ଗପ ମୋ ପାଇଁ ଅହ୍ମକାଳରୁ

ମୁଁ ଅଚିହ୍ନା ଗାଳ୍ପିକ ଲେଖି ସାରି ପାରେ ନାହିଁ ସେ କାଳରୁ।


ନଦୀର ଦୁଇ କୂଳ ଆମେ 

ନା ମିଶି ପାରୁ ନା ବିଚ୍ଛିନ୍ନ ହୋଇପାରୁ।


ସେ ଚାଲେ ମୋ ପାଇଁ

ମୁଁ ବି ଚାଲିଛି ତା ପାଇଁ ସେଇ ଅସରନ୍ତା ବାଟର ଅନ୍ତ ଯାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunita Sahu

Similar oriya poem from Romance