STORYMIRROR

Sunita Sahu

Tragedy

2  

Sunita Sahu

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
159

ସମ୍ଭବତଃ ଆମେ ଭୁଲିଯାଇଥିଲେ

ବାସ୍ତବର ସେ କଡ଼ା ତାଗିଦକୁ।


ସ୍ୱପ୍ନର ମଖମଲି ଚାଦରରେ

ଆରାମ ଦାୟକ ଜୀବନ ବିତାଉ ବିତାଉ

ସମୟ ସରିଗଲା, ଖଟ୍ ଖଟ ଶବ୍ଦ କବାଟରେ।


ବାହାରେ ଜୁଆର ଅଜସ୍ର ଚିତ୍କାର

ଖୋଜିଲି ନିଜକୁ ଆତ୍ମୀୟକୁ

ନା ଶୁଭିଲାନି କିଛି।


ମୁଁ ହଜି ଯାଇଛି ସେଇ ସ୍ୱପ୍ନର ଦୁନିଆରେ

ବାସ୍ତବର ଅଟ୍ଟହାସ୍ୟ ଅସହ୍ୟ!

ଓଃ! କାହିଁ ଦେଖୁଥିଲି ସ୍ବପ୍ନ?

 କଣ ଏଇ ନିରୁଧିଷ୍ଟ ଯନ୍ତ୍ରଣା ପାଇଁ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunita Sahu

Similar oriya poem from Tragedy