STORYMIRROR

LAXMAN KUMAR BEHERA (ଯତି)

Romance

2  

LAXMAN KUMAR BEHERA (ଯତି)

Romance

ପ୍ରେମପୋଥି

ପ୍ରେମପୋଥି

1 min
13.1K


ପୃଥ୍ବୀ ଅବା ମୋତେ

ଆଉ କେତେ ଦିନ

ବାନ୍ଧିକି ରଖିବ ପ୍ରିୟା,

ତୁମ ପ୍ରତିକ୍ଷାରେ

ଅଜାଡି ଦେଇଛି,

ସମଗ୍ର ଜୀବନ

ଥିଲା ଯାହା କିଛି

ହେବ ବୋଲି ଶେଷ ସାହା •••


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance