STORYMIRROR

Bimal Dansana

Romance

3  

Bimal Dansana

Romance

ପ୍ରେମିକାର ପ୍ରଥମ ଦେଖା

ପ୍ରେମିକାର ପ୍ରଥମ ଦେଖା

1 min
181

 ପ୍ରଥମ ଦେଖାରୁ ସାଥି ଲାଗିଲ ନିଜର

 ଆଖିରେ ଆଖିରେ କିଣିନେଲ ମୋର ମନ

ଭୁଲି ପାରୁନାହିଁ ତୁମ ଅପାଶୋରା ମୁଁହ

ହୃଦୟରେ ରହିଗଲା ପ୍ରେମର ଏକ ଚିହ୍ନ ।

 ପ୍ରେମ ର ଚିହ୍ନ ଏତେ ନିଆରା ଜାଣିଲି ଆଜି 

ମୋ ଆଖି ଖୋଜେ ତୁମକୁ ବାରମ୍ବାର ।

ପ୍ରେମ ଏକ ଭଗବାନଙ୍କ ଉପହାର

କଲି ମୁଁ ବରନ ଏ ଗଳାରେ ମୋହର ।

ଉପହାର ରୂପେ ସାଥି ପାଇଲି ତୁମକୁ

ତୁମକୁ ପାଇ ମୁଁ ଆଜି ଭୁଲିବି ନିଜକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance