STORYMIRROR

Bimal Dansana

Others

3  

Bimal Dansana

Others

ପଖାଳ ଭାତ

ପଖାଳ ଭାତ

1 min
141

"ପଖାଳ ଭାତ "

   ପଖାଳ ଭାତ ହୁଏ କାହିଁକି ?

      ଭାବିଛ କେହି ଥରେ ।

   ପଖାଳ ଭାତ ଦିଏ ଶକତି,

କରେ ହୃଷ୍ଟପୃଷ୍ଟ,,

ଏହାକୁ ଖାଇଲେ

 ଶଭିଏ ହୁଅନ୍ତି ଦୁଷ୍ଟ ।

 ପଖାଳ ଖାଇଲେ 

ନିଦ ଯେ ମାଡ଼ଇ,

 ଟିକେ ଅଳସୁଆ ହେଲେ 

 ତଳେ ଯେ ଗଡ଼ଇ ।

 ଓଡ଼ିଆ ଘରେ ପଖାଳ ଭାତ 

ସକାଳୁ ହୁଏ ନାଇ ତ ଲୋଡା ,

କଞ୍ଚା ଲଙ୍କା କୁ ଶାଗ

 ସଙ୍ଗେ ଝୁରି ପୋଡ଼ା ।

 ଚାଷୀ ଭାଇ ପେଟେ ଖାଇ 

ଖେତରେ କରେ ହଳ,

ପଖାଳ ବିନା ସତେ ଯେପରି 

କମି ଯାଏ ତାର ବଳ ।

ଧନୀ ଗରିବ ପିଲା ରୁ 

ବୁଢ଼ା ସଭିକଂ ପାଇଁ ପ୍ରିୟ,

ଖୁସି ମନରେ ଖାଆନ୍ତି 

ତାକୁ ଯାହାକୁ ତୁମେ ଦିଅ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍