STORYMIRROR

Bimal Dansana

Others

3  

Bimal Dansana

Others

ହେ ଭଗବାନ୍ ତୁମେ ମହାନ୍

ହେ ଭଗବାନ୍ ତୁମେ ମହାନ୍

1 min
128


ତୁମରି କରୁଣାରୁ ନୂଆ ଜନ୍ମ ନେଲୁ  

ତୁମରି କରୁଣାରୁ ନୂଆ ଜନ୍ମ ନେଲୁ

ହେ ଭଗବାନ ତୁମେ ମହାନ୍...

ହେ ଭଗବାନ ତୁମେ ମହାନ୍....

ଜୀବନ ତୁମ ହାତେ ମରଣ ତୁମ ହାତେ,

ତୁମ ହାତେ ସକଳ ଅଭିଯାନ, 

ହେ ଭଗବାନ ତୁମେ ମହାନ୍।

ତୁମେ ଚାହିଁଲେ ଭାଙ୍ଗି ପାରିବ,

ତୁମେ ଚାହିଁଲେ ଗଢ଼ି ପାରିବ,

ଏ ଜଗତକୁ ପୁଣି ଥରେ

ତୁମେ ଜଗତର ହର୍ତାକର୍ତ୍ତା 

ତୁମେ ଦୁନିଆର ବିଶ୍ଵ ବିଧାତା

ତୁମେ ସମସ୍ତଙ୍କର ଦାତା

ହେ ଭଗବାନ ତୁମେ ମହାନ୍।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍