STORYMIRROR

Bimal Dansana

Others

3  

Bimal Dansana

Others

ମୁନୁଷ ଜୀବନ

ମୁନୁଷ ଜୀବନ

1 min
176

ଧଏନ୍ ଧଏନ୍ ମୁନୁଷ ଜୀବନ

   ମୁନୁଷ ଜାଏତ୍ ଭିତରେ ବଡ଼,

ତୁଇ ଫେର କହେସୁ 

  ମାଆ ବୁଆ କେ ଜଲଦି କରି ମର୍ ।

ଯେନ ମାନେ ଦେଇଛନ ତତେ ଜନମ ,

 ଏନତା ହିସାବେ ସେବା କର ଯେ

   ନାଇ ହୁଏ କେଭେ ତାକର୍ ମରନ୍ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍