STORYMIRROR

Prafulla Chandra padhi

Romance

2  

Prafulla Chandra padhi

Romance

ପ୍ରେମିକ

ପ୍ରେମିକ

1 min
115

ଚୁମା ମାଗିଲି

ଦେଲ ଛୁରୀ

ମାଗି ଥିଲି ଛୁରୀ

ଦେଇ ଥିଲ ପ୍ରେମ

ପୋଛି ଦେବାକୁ

ସବୁ ଗୋପନ ଇତିହାସ

ଚିଠି ଲେଖିଚ

ପାହାଡ଼ଂକୁ / ଝରଣାଂକୁ /ଫୁଲଂକୁ

ଓ ଜହ୍ନକୁ

ଆମେ ମାନେ ସେଦିନ ନିଷ୍ପତ୍ତି ନେଇ ଥିଲୁ

ପ୍ରେମିକା ମାନଂକ ପ୍ରିୟତମ ଜିନିଷ ସବୁ

ଉଭାନ଼ କରି ଦେବାକୁ

ଯାହା ପାଇଁ ଲୋଡ଼ା ଛୁରୀ

ତାହା ଆଣି ବାକୁ ହେବ

କେବଳ ପ୍ରେମିକା ମାନଂକ

ଠାରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance