STORYMIRROR

Jyochhnarani Nahak

Romance

3  

Jyochhnarani Nahak

Romance

ପ୍ରେମିକ ଅପେକ୍ଷାରେ ପ୍ରେମିକା

ପ୍ରେମିକ ଅପେକ୍ଷାରେ ପ୍ରେମିକା

1 min
10

କେଉଁ ଦେଶେ ହଜି ଯାଇଛୁରେ?

ରଙ୍ଗ ଟିକେ ଲଗାଇବାକୁ ଆସିବୁରେ।


କେବେ ଭେଟି ନାହିଁ ତୋତେ ରଙ୍ଗ ଦିନରେ,

ତୋ କଥା ଭାବି ରଙ୍ଗ ଲାଗିଲାଣି ମନରେ।


କେଉଁ ରଙ୍ଗ ଆଣିବୁ ଜାଣିଛୁ ନା ନାହିଁରେ?

ଚିନ୍ତାରେ ବସିଛି ତୋ ବାଟକୁ ଚାହିଁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance