STORYMIRROR

Barun Kumar Mohanta

Inspirational

3  

Barun Kumar Mohanta

Inspirational

ପ୍ରେମ ଆଜିବି ଅଛି

ପ୍ରେମ ଆଜିବି ଅଛି

1 min
84

ପ୍ରେମ ଆଜି ବି ଅଛି

ସେ ପ୍ରେମରେ ମନ ଆଜି ବି ଭିଜୁଛି 

ଭିଜୁଛି ସତ, ବର୍ଷାରେ ନୁହେଁ ମନର କୋହରେ

ରାତିରେ ଜହ୍ନ ଆଜି ବି ଆସୁଛି

ଜ୍ୟୋତ୍ସ୍ନା ପୃଥିବୀକୁ ଆଜି ବି ଦେଉଛି

ଦଉଛି ସତ, ହେଲେ ଦେହ ଜଳିଯାଏ ତାରି ସ୍ପର୍ଶରେ

ରୂପରେ ସେ ଆଜି ବି ସୁନ୍ଦର ଦିଶୁଛି

କୋମଳ ପାଦରେ ଆଜି ବି ଧିରେଧିରେ ଚାଲୁଛି

ଚାଲୁଛି ସତ, ହେଲେ ପାଦ ଖସେଇଛି ଗର୍ବର ଶିଉଳୀରେ,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational