Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Barun Kumar Mohanta

Others

2.6  

Barun Kumar Mohanta

Others

କିନ୍ତୁ କେମିତି ?

କିନ୍ତୁ କେମିତି ?

1 min
63


ତୋତେ ପାଇବାର ଆଶା ନଥିଲା

ହରେଇବାକୁ ଡରିଥାନ୍ତି କାହିଁକି

ମୋତେ ତ ଆଗେଇବାର ଥିଲା

ପଛକୁ ଭଲା ଚାହିଁଥାନ୍ତି କେମିତି 

ଠକିବାର ଅଭିପ୍ରାୟ ନଥିଲା ଯଦିଓ

ମନରେ ଏତେ କଷ୍ଟ ହୁଏ କାହିଁକି ଯେ ?

ମନା କଲା ପରେ ବି ମୋ ଚଲାବାଟେ

ଆଗୁଆ ତୋ ପାଦଚିହ୍ନ ପଡେ କେମିତି !!!


Rate this content
Log in