STORYMIRROR

Barun Kumar Mohanta

Others

2  

Barun Kumar Mohanta

Others

କିନ୍ତୁ କେମିତି ?

କିନ୍ତୁ କେମିତି ?

1 min
60

ତୋତେ ପାଇବାର ଆଶା ନଥିଲା

ହରେଇବାକୁ ଡରିଥାନ୍ତି କାହିଁକି

ମୋତେ ତ ଆଗେଇବାର ଥିଲା

ପଛକୁ ଭଲା ଚାହିଁଥାନ୍ତି କେମିତି 

ଠକିବାର ଅଭିପ୍ରାୟ ନଥିଲା ଯଦିଓ

ମନରେ ଏତେ କଷ୍ଟ ହୁଏ କାହିଁକି ଯେ ?

ମନା କଲା ପରେ ବି ମୋ ଚଲାବାଟେ

ଆଗୁଆ ତୋ ପାଦଚିହ୍ନ ପଡେ କେମିତି !!!


Rate this content
Log in