Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରଭୁ ଦୁଃଖ ନାଶନ

ପ୍ରଭୁ ଦୁଃଖ ନାଶନ

1 min
29



ଜଗତ ଈଶ୍ୱର ପ୍ରଭୁହେ,ବିପଦ ଭଞ୍ଜନ


ଦେଇଛୁ ମନୁଷ୍ୟ ଜୀବନ,ଅତିହିଁ କଠିନ


ପ୍ରଭୁ ଦୁଃଖ ନାଶନ !


ଭକ୍ତ ଡାକ ଶୁଣି ପ୍ରଭୁହେ,କର ନିବାରଣ


ଦୂର କରି ଦିଅ ଠାକୁର, ତାଙ୍କରି କଷଣ


ପ୍ରଭୁ ଦୁଃଖ ନାଶନ !


ଦେଲ ବୀଭିଷଣ ଶରଣ,କଲହେ ରାଜନ


ପ୍ରହ୍ଲାଦ କଲ ରକ୍ଷା ପ୍ରଭୁ ସ୍ତମ୍ଭୁ ବାହାରିଣ


ପ୍ରଭୁ ଦୁଃଖ ନାଶାନ !


ବିନାଶ କରିଲ ରାବଣ କଲ ଧର୍ମ ରକ୍ଷା


ହୀରଣ୍ୟକଶୂପ ମାରିଲ ସତ୍ୟର ପରିକ୍ଷା


ପ୍ରଭୁ ଦୁଃଖ ନାଶନ !


ଲକ୍ଷେ ଯୋଜନରୁ ଗଜର ଡାକକୁ ଶୁଣିଲ


ଧାଇଁଧାଇଁ ଯାଇ ତୁମେହେ କଷ୍ଟ ଦୂର କଲ


ପ୍ରଭୁ ଦୁଃଖ ନାଶନ !


ତୁମେ କୃଷ୍ଣ ତୁମେ ହିଁ ରାମ ତୁମେ ହିଁ କାଳିଆ


ଅବତାର ନେଇ କରହେ ବିନାଶ ବଳିଆ


ପ୍ରଭୁ ଦୁଃଖ ନାଶନ !



Rate this content
Log in

Similar oriya poem from Abstract