Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Barik

Classics

3  

Nityananda Barik

Classics

ପିତା

ପିତା

1 min
109


ସ୍ୱର୍ଗୀୟ ଅନୁଭୂତି ହୃଦୟ ର

ପ୍ରତିକୋଣରେ ଆଶ୍ବସ୍ତ ଭାବ

ପ୍ରତ୍ୟେକ ବଚନରେ ପିତା

ପରାସେ କ୍ଷମାର ସାଗର 

ସନ୍ତାନ ପାଇଁ ପୀୟୂଷ ର ଧାର l

ଅଶେଷ ଦୁଃଖ ଯନ୍ତ୍ରଣାକୁ

ହୃଦୟ ରେ ଧରି

ସୁଖ ବାଣ୍ଟୁ ବାଣ୍ଟୁ ନିଜ କୁ

ଅଣଦେଖା କରିବାର ଅଜାଣତ ଭାବ l

ଆକାଶ ପରି ମହାନ୍

ଅବାଟ ରେ ନ ଯାଉ ସନ୍ତାନ

ଏହି ଭାବନାରେ ତାଗିଦ୍ ଓସାମାନ୍ଯ କଟକଣା

ହୃଦୟର ଅଦୃଶ୍ୟ କୋଣରେ 

ଅମୃତ ର ନିର୍ଝର l

ପରିଶ୍ରମର ମୂର୍ତ୍ତି ମନ୍ତ ପ୍ରତୀକ

ପରିବାର ର ସୁଖ ପାଇଁ

ଦୁଃଖ ର ବିଷୟ

ଆଜି ବାପାଟିଏ ଜରାଶ୍ରମରେ 

ଅତୀତରେ ରୋମନ୍ଥନରେ l

ବିଗତ ସମୟର ଭାବନାରେ

ସମୟ କାଟୁ କାଟୁ

ମଶାଣିର ନିଭୃତ କୋଣରେ।



Rate this content
Log in

Similar oriya poem from Classics