ପାଇଲେ ହେଲା
ପାଇଲେ ହେଲା
ତମେ କଣ ଭାବୁଛ
ଈଶ୍ୱରଙ୍କୁ ଖୋଜିବ ?
ଖୋଜିବ ତ ଖୋଜ
କିନ୍ତୁ ମନେ ରଖ
ଖୋଜି ଖୋଜି
ନିଜେ ଈଶ୍ୱର ପାଲିଟି ଯିବ ।
ତମେ କଣ ଭାବୁଛ
ଈଶ୍ୱରଙ୍କୁ ଖୋଜିବ ?
ଖୋଜିବ ତ ଖୋଜ
କିନ୍ତୁ ମନେ ରଖ
ଖୋଜି ଖୋଜି
ନିଜେ ଈଶ୍ୱର ପାଲିଟି ଯିବ ।