STORYMIRROR

Soubhagya Ranjan Nayak

Romance

3  

Soubhagya Ranjan Nayak

Romance

ପାଗଳ ପ୍ରେମୀ

ପାଗଳ ପ୍ରେମୀ

1 min
290

ସପନ ନୁହେଁ ମୁଁ ଆଖିରେ ତୁମର

ମୁଁ ତୁମର ପ୍ରିୟା ବାସ୍ତବ ପ୍ରେମ

ତୁମେ ପ୍ରିୟା ବାଟ ମୁଁ ଯେ ବାଟୋଇ

ଏ ଜନ୍ମ ନୁହେଁ ସବୁ ଜନ୍ମର

ମନ ମୋର ଥିଲା ଡେଣା ହିନ ପକ୍ଷୀ

ତମେ ଦେଲ ଯେ ମୋତେ ଡେଣା

ଭଲ ପାଇ ତୁମେ ଭୁଲି ଯିବ ନାହିଁ

ମୁଁ ହେବି ବାଟ ବଣ।

କେବେ ସକାଳେ ମନେ ପଡୁଛ

କେବେ ସନ୍ଧ୍ୟା ରେ ମନେ ପଡୁଛ

ବେଳେ ବେଳେ ଆଇନା ମୁଁ ଦେଖୁଛି

ପରନ୍ତୁ ନଜର ତୁମେ ଆସୁଛ

ପରୀ ରାଇଜର ରାଜକୁମାରୀ ଯେ ତୁମେ

ତୁମର ସୁନ୍ଦର ଚାହାଣି

ତୁମ ସହିତ ଲେଖା ମୋ ଏ ପ୍ରେମ କାହାଣୀ 

ମୋ ନାଁ ସିନା ସୌଭାଗ୍ୟ

କଣ ମୋ କପାଳେ ଅଛି ସେ ଭାଗ୍ୟ

କଣ ତୁମ ପାଇଁ ହୋଇପାରି ବି ମୁଁ ଯୋଗ୍ୟ

ଆଖି ଖୋଜୁଥାଏ ସ୍ଵପ୍ନ ଦେଖିବାକୁ

ଏ ଦିନ ଖୋଜୁଥାଏ ରାତି ହବାକୁ

ଠିକ୍ ସେମିତି ଏ ମନ ଖୋଜୁଥାଏ ତୁମ ପରି

ଜୀବନ ସାଥିଟିକୁ ରହିବାକୁ ଚିର ଦିନକୁ

ଏହି ପରି ଅନେକ କଥା

ଏ ମନରେ ଅଛି ସାଇତା

ଯେମିତି ଶାମୁକା ପେଟରେ ମୁକ୍ତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance