STORYMIRROR

Hemanta Palei

Classics

2  

Hemanta Palei

Classics

ନଈ

ନଈ

1 min
102


ମୁଁ ଅବିରତ ସେହି ନଈଟିଏ 

ଯିଏ କଳକଳ ଧାରେ ବହିଯାଏ କେତେ ଧାରେ 

କେତେ କୂଳ କନ୍ଦରେ ଅବା କେତେ ଗିରି ପଥେ 

ହଁ ମୁଁ ସେହି ନଈ ଟିଏ 

ଯିଏ ମା ପରି ତୁମ ଖୁସି ପାଇଁ ଝରିଯାଏ 

ହଁ ମୁଁ ସେହି ନଈଟିଏ 

ନାହିଁ ମୋ ନିର୍ଦ୍ଧିଷ୍ଟ ଆଶୀର୍ବାଦ ତୁମ ପାଇଁ 

ଝରି ଝରି ତୁମ ପାଇଁ ଶେଷ ହେବି ପଛେ 

ଜୀବନ ଦେବି ଯେ ବଞ୍ଚେଇ 

କାରଣ ମୁଁ ନଈ ଟିଏ 

ଯାହା ପାଖେ ଅଛି ମାତୃ ହୃଦୟ ଟିଏ 


ହଁ ହଁ ମୁଁ ସେହି ନଈଟିଏ 

ହଁ ମୁଁ ସେହି ନଈଟିଏ.. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Hemanta Palei

ନଈ

ନଈ

1 min ପଢ଼ନ୍ତୁ

Similar oriya poem from Classics