Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Swain

Inspirational Others Children

3  

Sukanti Swain

Inspirational Others Children

ନାରୀଟିଏ ମୁଁ

ନାରୀଟିଏ ମୁଁ

1 min
316


ମୁଁ ଅବଳା ନୁହେଁ କି ଅସହାୟ ନୁହେଁ

  ପୁରୁୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲେ ମୁଁ

ଦୌଡ଼ ରାଣୀ ଦୂୂୂତି ଚାନ୍ଦ ଓ ମହାକାଶ ଚାରି କଳ୍ପନା ମୁୁୁଁ ।

ରୋ6ଷାଇ ଘରେ, ର।ଜନୀତିରେ, ପୂଜାର୍ଚ୍ଚନରେ  ବିି ମୁଁ

    ଦୁୁର୍ଗତିିିନାଶିନି , ଦୁଃଖ ବିନାସିନୀ ମୁଁ

ଜନ୍ମଦାତ୍ରୀ ମା ମୁଁ ଭାଇ ର ଭଉଣୀ ମୁଁ ପତିର ପତ୍ନୀ ମୁଁ ।

  ହଁ ଏକଥା ବି ସତ ସବୁ ପରେ ବେଳେବେଳେ ହାରିଯାଏ 

ମୋଠୁ ଜନ୍ମହୋଇଥିବା କିଛି ଅମଣିଷ ପାଖରେ

  ନିର୍ଯାତନା ଧର୍ଷଣ , ବଳତ୍କାର ଶିକାର ହୁଏ ମୁଁ

କେତେ ନ୍ୟାୟ ପ।ଇଁ ଲଢେଇ କରେ ତ

  ଆଉ କେତେବେଳେ ନ୍ୟାୟ ଦିଏ ମୁ 

ହଁ ନାରୀଟିଏ ମୁଁ ମୋ ସମ୍ମାନ ସହ ଖେଳିବାକୁ ଚେଷ୍ଟା କରନି

  ସବୁ ସହିିିଯାଇ ଚୁପ ରହିଯାଏ ବୋଲି ମତେ ଦୁର୍ବଳା ଭାବନି

ମୁଁ ନଥିଲେ ହୁଏ ତ ମୋ ବିନା ତୁୁୁମେ ଅସମ୍ଭବ ।

      

   



Rate this content
Log in

Similar oriya poem from Inspirational