Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Swain

Children

2.7  

Sukanti Swain

Children

ବୋଉ ଓ ବାପା

ବୋଉ ଓ ବାପା

1 min
578


ବୋଉ ଗାଳିଦେଲେ ଭାରି ଭଲ ଲାଗେ

    ବାପା ଙ୍କ ଗାଳିଟା କଷ୍ଟ

ବୋଉ ମୋତେ କହେ ଅବୁୁଝା ଟା ବୋଲି

   ବାପା ଙ୍କ‌‌‌ ଭାଷାରେ ନଷ୍ଟ ।


ପରିକ୍ଷା ରେ ଭଲ ନ କରି ପାରି6ଲ 

  ସାହସ ଦିଏ ହିଁ ବୋଉ

ଚିିିିଡ ଚିିଡ ହେଇ ବାପା କହିଥାନ୍ତି

  ଏଇଟା କୁଆଡେ ଯାଉ ।


ବୋଉ ଗପିିିଦିିଏ ଦୁୁୁୁନିଆଟା ସାରା

  ଜିତିିିିକି ଆସିିିଲେ ଆମେ

ବାପା ହିିଁଁ ଗମ୍ଭୀର ଭାବରେ କୁହନ୍ତି 

   ସେମିତି କିଛି ଏ ନୁୁହେଁ ।


ଦେହ ଖରାପ ରେ ପଡ଼ିଗଲେ କେବେ

     ଦୁହିିଁଙ୍କୁ ଦେଖିବା 

ଜଣେ ଚାହିଁ ଥିବ ସଜଳ ଆଖି ରେ 

   ଜଣେ ତ ଅବାକ୍ ହୋଇ ।


କଥା ରେ ଅଲଗା ଦୁଇ ଜଣ ସିନା

   ଗୋଟିଏ ନଦୀ ର ଧାର

 ମୁଖୁୁୁଡା ଅନ୍ତରା ଭଳି ଲାଗେ ସିନା 

   ଗୋଟିଏ ତାହାର ସ୍ଵର ।



Rate this content
Log in

Similar oriya poem from Children