Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Swain

Children

3  

Sukanti Swain

Children

ସମୟ

ସମୟ

1 min
395


ସମୟ ବୁଝେ ନାହିଁ ଯିଏ ଅପେକ୍ଷା ଶବ୍ଦର ଅର୍ଥ

   ସେ ହେଉଛି‌ ସମୟ  

ନିର୍ଦ୍ଦୟ ହେଉକି ନିର୍ଭୟ କାହାକୁ 

  ନଥାଏ ତାର ଭୟ

ଟିକ୍ ଟିକ୍ ହୋଇ ବାଜୁଥାଏ

 ପ୍ରତିଟି ସ୍ପନ୍ଦନରେ ସଦେୟ

   ସେ ହେଉଛି ସମୟ

ବୃଦ୍ଧ ହେଉକି ଶୈଶବ ‌ସଭିଙ୍କ ପାଇଁ

  ତାର ନିୟମ ସର୍ବସମ 

 ଆଦିମ କାଳରୁ ଯାହାର ଆଦେଶ 

 ସୂର୍ଯ୍ୟ ହୁଅନ୍ତି ଉଦୟ 

ଋତୁ ପରେ ଋତୁ ଆସେ ବସନ୍ତେ

  କୋଇଲି ଡାକେ

ଶ୍ରାବଣର ବର୍ଷା ଧାରେ ଚାତକ 

 ଦେଖାଇ ନୃତ୍ୟ

 ଏ ପୃଥିବୀ ରୂପକ ରଙ୍ଗମଞ୍ଚରୁ

  ସରିବା ପରେ ଅଭିନୟ

କଳାକାର ସଭିଙ୍କୁ କରିଥାଏ ଯିଏ ବିଦାୟ

   ସେ ହେଉଛି ସମୟ



Rate this content
Log in