STORYMIRROR

NO MORE STORY

Romance Others

3  

NO MORE STORY

Romance Others

ନାଲି ଗୋଲାପ

ନାଲି ଗୋଲାପ

1 min
140

ତୁମେ ନାଲି ଗୋଲାପ ର ପାଖୁଡ଼ା ଟିଏ 

ମୁଁ ବାଟ ବଣା ହୋଇ ବୁଲୁଥିବା ବୋଟୋଇ ।

ତୁମେ ଦୁର ଆକାଶରେ ଉଜ୍ଜଳ ଶିଥିଳ ଚନ୍ଦ୍ରମା 

ମୁଁ ବାସ୍ତବ ଜୀବନରେ ତୁମକୁ ପାଈବକୁ ଇଚ୍ଛା ରଖିଥିବା ବାମନ।।

ମୁଁ କଣ ସେ ଗୋଲପ ର ମୂଲ ଦେଇ ନିଜର କରି ପାରିବି ,

ନା ବାମନ ଟିଏ ହେଇ ସେ ଆକାଶର ଚନ୍ଦ୍ର କୁ ଛୁଇଁ ପାରିବି !

ସପନ ରାଜ୍ୟର ନାଇକା ତୁମେ, ମୁଁ ତୁମ ବାସ୍ତବ ପ୍ରେମିକ

ପ୍ରେମ ରାଜ୍ୟ ର ରାଜକୁମାରୀ ତୁମେ, ମୁଁ ତୁମ ସେବକ।

ସ୍ଵପ୍ନ ରେ ତୁମକୁ ପାଇବକୁ ମୋର ଗୋଟେ ସ୍ଵପ୍ନ, ଜାଣିନି କେବେ ସ୍ଵପ୍ନ ହେବ ମୋର ବାସ୍ତବ।

ସ୍ଵପ୍ନ ସ୍ଵପ୍ନ ମଧ୍ୟରେ ମୁଁ ପରା ବାସ୍ତବ, କେବେ ଆସି ତୁମେ ଭାଙ୍ଗି ବ ମୋର ସ୍ଵପ୍ନ, ଅପେକ୍ଷାରେ ରହିଛି ତୁମ ଏ ଅଜଣା ପ୍ରେମିକ।।



Rate this content
Log in

Similar oriya poem from Romance