STORYMIRROR

NO MORE STORY

Romance Others

4  

NO MORE STORY

Romance Others

ସଂପର୍କ

ସଂପର୍କ

1 min
286

କିଛି ସଂପର୍କ ବଡ଼ ଅଜବ ପ୍ରକାର ଥାଏ

   ନା ତାକୁ ପାଇହୁଏ

   ନା ତାକୁ ଛାଡି ରହି ହୁଏ .

ପାଇବାକୁ ହଜାରେ ଇଚ୍ଛା ଥାଏ, କିନ୍ତୁ

ସମୟ ତାହା କରାଇ ଦିଏ ନାହିଁ ।।

     ଜାଣେନା ଏମିତି କାହିଁ କି ହୁଏ

     ସବୁଦିନ ପାଇଁ ହାତ ଧରିବ କହି ,

     ଅଧା ବାଟରେ ହାତ ଛାଡି ଚାଲି ଯାଏ ।।

ତମେ ଚାଲି ଗଲ ମୋର ଦୁଃଖ ନାହିଁ, 

କି ଏ ସମୟ ବଦଳି ଗଲା ମୋର ଦୁଃଖ ନାହିଁ 

     ବାସ୍ ଦୁଃଖ ଏତିକି ଯେ,

  ଯିଏ ବଦଳି ବନି ବୋଲି କଥା ଦେଇଥିଲା ସେ 

 ସମୟ ବଦଳିବା ଆଗରୁ ନିଜେ ବଦଳି ଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance