STORYMIRROR

KSHIRODRA KUMAR SAHU

Tragedy

3  

KSHIRODRA KUMAR SAHU

Tragedy

ନାଇଁ ବାହାର ଘରୁ

ନାଇଁ ବାହାର ଘରୁ

1 min
217

ଜୀବନ ହରୁ ହରଦମ

ଡ଼ହଁକ ବିକଲ

ଆଖା ସାଖା 

କିହେ ନି

ଗୁବକୁଡୁ ଘର ସଁଧି

ଜହଲିଆ ମେତାନ 

ଭରି ହେଇଥା ।

କାହାର ସାଂଗେ

ଲାଗେର ଲେସର 

ହେଲେ 

ବି ତତେ 

ଆଲଟି ନେବା

ପୁଟଲେଇ ନେବା

ତାର ଆଡ଼କେ,

ଥରେ ଘିଚି ନେଲେ

ସବୁ ସରି ଜାଇ ଥିବାନ

ଗୁତା ଉଚାର 

ନାଇଁ କରି

ମାନି ଜା

ନାଇଁ ବାହାର ତୋର ଘରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy