Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମୟୁର ଚନ୍ଦ୍ରିକା

ମୟୁର ଚନ୍ଦ୍ରିକା

1 min
335



ମଳୟ ପ୍ରବାହେ ଦୋଳିଉଠେ ଶିରେ

ଶୋଭାବର୍ଦ୍ଧକ କି ସେ ଶୋଭା ପ୍ରାପ୍ତି,

ଛାର ତରିଯାଏ ପରମ ମଥାରେ

ଦିବ୍ୟତ୍ୱରେ ଭରେ ତା ସ୍ନିଗ୍ଧ କାନ୍ତି !


ଶ୍ୟାମରଙ୍ଗ ପକ୍ଷ ଶ୍ୟାମ ମଥା ପରେ

ବିହ୍ଵଳିତ ହୁଏ ପ୍ରେମ ପରଶେ,

ବିନ୍ଦୁ ହଜିଯାଏ ସିନ୍ଧୁ ମହା ଗର୍ଭେ

ନିସ୍ତରେ ନିର୍ଜୀବ ବ୍ରହ୍ମ ପରଶେ।


ରାଧାରାଣୀ କୃଷ୍ଣ ମହାମିଳନର

ସାକ୍ଷୀ ସେ ମୟୁର ଚନ୍ଦ୍ରିକା ହୁଏ,

ମୁଁ ହୀନ ଜୀବନ ଗହଳେ ବିହ୍ଵଳି

ଧୂଳି ଧୁସରିତ ପ୍ରାଣ ପରାୟେ। 



Rate this content
Log in

Similar oriya poem from Abstract