Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Abstract

4.0  

sudhakar sethi

Abstract

ମୁଁ ଅଭିଶପ୍ତ

ମୁଁ ଅଭିଶପ୍ତ

1 min
186



ନୀଳ ଗଗନର ପକ୍ଷୀଟିଏ ତୁ

କୋଉ ଠିକଣା ତତେ ଅଜଣା

ହଜାଇ ଆଜି ନିଜର ଅସ୍ତିତ୍ବ

ହୋଇଛି ସିନା ମୁଁ ଵାଟବଣା ।


ଭାରତ ଯୁଦ୍ଧର ଅନ୍ତିମ ପହରେ

ନିଜ ଶବ ବହେ ନିଜର କାନ୍ଧେ

ତିଳତିଳ କରି ନିଜକୁ ଜାଳିଛି 

ପ୍ରେମର ମୂଲ କଣ ଜଗତ ବୁଝେ।


ସରଗର ପଥ ମୋ ପାଇଁ ମନା

ପତିତ ମୁଁ ହିମାଳୟ ପାଦେ

ଜଣେ ପରେ ଜଣେ ଛାଡି ଦେଲେ ହାତ

ଅନ୍ତିମ ପଥେ ଏକାକି ଲଢେ ।


ନୀକାଞ୍ଚନ ସ୍ଥାନ ଖୋଲା ଆକାଶ

ନାହିଁତ କାହାରି ଦେଖା

ଆଖିରେ ଲୋତକ ଏକା ସେ ସାଥି

ବାକି ସବୁ ମିଛ ପ୍ରହେଳିକା ।


ରହିଲା ଆବୁଝା ରହିଲା ଅପଢା

ହୃଦୟ ଯନ୍ତ୍ରଣା ଅବ୍ୟକ୍ତ

କାହାକୁ କହିବି କିଏଵା ଶୁଣିବ

ଲାଗେ ସତେ ମୁଁ ଅଭିଶପ୍ତ ।



Rate this content
Log in

Similar oriya poem from Abstract