STORYMIRROR

Susanta Dash

Inspirational

2  

Susanta Dash

Inspirational

ମୋକ୍ଷ

ମୋକ୍ଷ

1 min
13.7K


ମୃତ୍ୟୁ ପରେ ସମସ୍ତେ

ମଲା ମଣିଷର ଦେହକୁ ଦେଖନ୍ତି

ରକ୍ତ ମାଂସ ଜମାଟ ବନ୍ଧା ଦେହକୁ ଦେଖି

ଦୁଃଖି ହୁଅନ୍ତି

ମୁଁ କିନ୍ତୁ ଦେଖେ

ମଣିଷ ମୃତ୍ୟୁ ପରେ

ଈଶ୍ୱରଙ୍କ ସହ ଥାଆନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational