STORYMIRROR

Bhabesh Chandra Kar

Abstract

2  

Bhabesh Chandra Kar

Abstract

ମୋ ମିତ

ମୋ ମିତ

1 min
388

ତୁ ମୋ ମିତ 

ଦେବକୀ ଗର୍ଭେ ହେଲୁ ଜାତ

ଯଶୋଦା ହୋଇଲା ତୋ ମାତ ।

ଜନମ କଲା ଏକ ମାତା

ପାଳିଲା ଆଉ ଏକ ମାତା।

ପୂତନା କ୍ଷୀର ଦେଲା ତୋତେ

ତାକୁ ବଧିଲୁ.ତୁ କେମନ୍ତେ ।

ଗୋପ ବାଳକେ ତୋର ମିତ

ଲୀଳାଯେ କଲୁ ତୁ ଅନନ୍ତ।

ଗୋପର ଗୋପୀଙ୍କ ସହିତ

ଲୀଳାଯେ କଲୁ ତୁ ଅଚ୍ୟୁତ

ରାଧା ତୋ ପ୍ରେମେ ହେଲାମତ୍ତ

ଭୁଲିଲା ତା ମାନ ମହତ ।

ଅକ୍ରୁର ସଙ୍ଗେଗଲୁ ଯାତ 

ମଉଳା ବଧିଲୁ କେମନ୍ତ।

ଭକ୍ତବତ୍ସଳ ବୋଲି ଖ୍ୟାତ

ଅନନ୍ୟା କହେ ତୁତା ମିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabesh Chandra Kar

Similar oriya poem from Abstract