Bhabesh Chandra Kar
Literary Captain
AUTHOR OF THE YEAR 2020 - NOMINEE
24
Posts
101
Followers
1
Following
କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ନିର୍ବାଚନମଣ୍ଡଳୀର ଚାୟାଁପାଳ ଗ୍ରାମରେ ଜନ୍ମିତ ଶ୍ରୀ ଭବେଶ ଚନ୍ଦ୍ର କର ଏକାଧାରରେ ଜଣେ ଗଭେଷକ
ଗାଳ୍ପିକ ,ପ୍ରାବନ୍ଧିକ ,କବି ଓ ସ୍ତମ୍ବକାରଭାବେ ସୁପରିଚିତ ।ତାଙ୍କ ବ୍ୟକ୍ତିତ୍ବର ଦୁଇ ସ୍ବର୍ଣାଭ ଦିଗନ୍ତ ହେଲା ବୃତ୍ତିରେ ଜଣେ ସମାଜସେବୀ ,କର୍ମକ୍ଷେତ୍ର କେନ୍ଦୁଝର ,ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରେ କିର୍ତ୍ତୀ ନାମକ ଏକ... Read more
କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ନିର୍ବାଚନମଣ୍ଡଳୀର ଚାୟାଁପାଳ ଗ୍ରାମରେ ଜନ୍ମିତ ଶ୍ରୀ ଭବେଶ ଚନ୍ଦ୍ର କର ଏକାଧାରରେ ଜଣେ ଗଭେଷକ
ଗାଳ୍ପିକ ,ପ୍ରାବନ୍ଧିକ ,କବି ଓ ସ୍ତମ୍ବକାରଭାବେ ସୁପରିଚିତ ।ତାଙ୍କ ବ୍ୟକ୍ତିତ୍ବର ଦୁଇ ସ୍ବର୍ଣାଭ ଦିଗନ୍ତ ହେଲା ବୃତ୍ତିରେ ଜଣେ ସମାଜସେବୀ ,କର୍ମକ୍ଷେତ୍ର କେନ୍ଦୁଝର ,ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରେ କିର୍ତ୍ତୀ ନାମକ ଏକ ସ୍ବେଛାସେବୀ ସଂଗଠନ ସହ ଜଡିତ ରହି ଆଦିମ ଜନଜାତି ପାହୁଡି ଭୂୟାଁମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟରତ ଏବଂ ପ୍ରବୃତ୍ତିରେ ଓଡିଆ ଭାଷା ସାହିତ୍ୟର ଉଦାତ୍ତ ଉଦଘୋଷକ।ପାହୁଡୀ ଭୂୟାଁମାନଙ୍କର ଜୀବନଶୈଳୀ ,ପରମ୍ପରା ,ପାରମ୍ପରିକ କୃଷି ପଦ୍ଧତି ଓ ସଂସ୍କୃତିର ଉପସ୍ଥାପନରୁ ଆରମ୍ଭ ହୋଇଥିବା ତାଙ୍କର ସାରସ୍ବତ ଜିବନ ଗଳ୍ପ ଓ କବିତା ରଚନାରେ ବେଶ ସମୁଜ୍ଜଳ ।ଆମ ଭାଷା ସାହିତ୍ୟ ଆମର ଅସ୍ମିତା ତଥା ଆମ ଭାଷା ସାହିତ୍ୟ ଆମ ଜାତିର ପ୍ରାଣବହ୍ନୀ ବୋଲି ତାଙ୍କର ବିଚାର ।ତାଙ୍କର ବୋଉ ଶ୍ରୀମତୀ ବାସନ୍ତି କର ଓ ବଡଭଉଣି ଡଃ ବିଣାପାଣି କର ତାଙ୍କର ମାର୍ଗଦର୍ଶକ ବୋଲି ସେ କହନ୍ତି ।କର୍ମଭୂମି କେନ୍ଦୁଝରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଯଥା ମିଳନୀ ,ସମ୍ବାଦ ସାହିତ୍ୟଘର ହରିଚନ୍ଦନପୁର ସହ ସେ ଜଡିତ ।l Read less
Share with friends