STORYMIRROR

Bhabesh Chandra Kar

Classics

2  

Bhabesh Chandra Kar

Classics

ତୁ ମୋ ମିତ

ତୁ ମୋ ମିତ

1 min
468

ତୁ ମୋ ମିତ 

ଦେବକୀ ଗର୍ଭେ ହେଲୁ ଜାତ

ଯଶୋଦା ହୋଇଲା ତୋ ମାତ

ଜନମ କଲା ଏକ ମାତା

ପାଳିଲା ଆଉ ଏକ ମାତା

ପୂତନା କ୍ଷୀର ଦେଲା ତୋତେ

ତାକୁ ବଧିଲୁ.ତୁ କେମନ୍ତେ

ଗୋପ ବାଳକେ ତୋର ମିତ

ଲୀଳାଯେ କଲୁ ତୁ ଅନନ୍ତ

ଗୋପର ଗୋପୀଙ୍କ ସହିତ

ଲୀଳାଯେ କଲୁ ଚୁ ଅଚ୍ୟୁତ

ରାଧା ତୋ ପ୍ରେମେ ହେଲାମତ୍ତ

ଭୁଲିଲା ତା ମାନ ମହତ

ଅକ୍ରୁର ସଙ୍ଗେଗଲୁ ଯାତ 

ମଉଳା ବଧିଲୁ କେମନ୍ତ

ଭକ୍ତବସ୍ତ୍ଛଳ ବୋଲି ଖ୍ୟାତ

ଅନନ୍ୟା କହେ ତୁ ମୋ ମିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabesh Chandra Kar

Similar oriya poem from Classics