STORYMIRROR

Swastik Mohanty

Inspirational

3  

Swastik Mohanty

Inspirational

ମୋ ମାଆ

ମୋ ମାଆ

1 min
315

ସ୍ୱର୍ଗ ଠାରୁ ବଡ଼ ଆକାଶ ଠାରୁ ବେଶି

ସମୁଦ୍ରର ସେ ଅଟେ ଜଳରାଶି

ତା ପଣତକାନି ଶ୍ରୀମନ୍ଦିରର ନେତ

ବିପଦେ ଆମକୁ ରକ୍ଷା କରେ ସେତ ।


ଭାବେ ନାହିଁ ସେ କାହାକୁ ବି ପର

କରୁଣାମୟୀ ସେତ ଦୟାର ସାଗର

ତା ପାଦରେ ଥାଏ ସରଗର ସୁଖ

ଦୂରତା ବି ଲାଗୁଥାଏ ପାଖ ।


ଗାଳି ମାଡ଼ ଦେଇ ସପନ ଦେଖାଏ

ବୁଝେ ମୋର ସବୁ ଅଳି

ଦୁଃଖ କଷ୍ଟ ଆସିଲେ ବି ବଞ୍ଚିବା ଶିଖାଏ

କଷଣେ ନ ଯାଏ ଡ଼ରି ।


Rate this content
Log in

More oriya poem from Swastik Mohanty

Similar oriya poem from Inspirational