ମୋ ଦେଶ ମୋ ସୈନିକ
ମୋ ଦେଶ ମୋ ସୈନିକ
ସଲାମ ତୁମକୁ ହେ ବୀର ଜବାନ
ଲଢୁଅଛ ଦେଶ ପାଇଁ
ବିନାସ୍ୱାର୍ଥେ ତୁମେ ଶହୀଦ ହେଉଛ
ମାତୃଭୂମି ରକ୍ଷା ନେଇ।
ସଲାମ ତୁମକୁ ହେ ବୀର ଜବାନ
ଲଢୁଅଛ ଦେଶ ପାଇଁ
ବିନାସ୍ୱାର୍ଥେ ତୁମେ ଶହୀଦ ହେଉଛ
ମାତୃଭୂମି ରକ୍ଷା ନେଇ।