STORYMIRROR

Sunil Nayak

Romance

3  

Sunil Nayak

Romance

ମନର ନାୟିକା

ମନର ନାୟିକା

1 min
21

ହଜି ଯିବ ତୋର ରୂପ ଯଉବନ

ଅତୀତର ଅନ୍ଧକାରେ

ଫିକା ପଡିଯିବ ତୋ ମୁଖ ସୌନ୍ଦର୍ଯ୍ୟ

ବୟସର ସାୟାନରେ ।। ୧

ଉଡିଯିବ ଯେବେ ତୋ ଦେହ ବାସନା

ଫଗୁଣଟା ଗଲାପରେ

ଫଗୁହୋଇ ନୂଆ ରଙ୍ଗ ମୁଁ ବୋଳିବି

ମୋର ମନ ମନ୍ଦିରରେ ।।୨



Rate this content
Log in

More oriya poem from Sunil Nayak

Similar oriya poem from Romance