sonalika Dash sonalika Dash
Romance
ମନେ ପଡ କାହିଁ ଆଜି
ମନେ ପଡ
ଦୁୁୁୁରେ ଥାଇ ପାଖେ
ଆସ ଧାଇଁ
ରାତି ଥାଏ ଅପେକ୍ଷା କରି
ସକାଳ ସୁୁୁରୁଜ ଦେଖେ ତମକୁ
ପାାଇବା ପାଇଁ
ଏ ଜୀବନ ଖାଲି ତୁମ ପାଇଁ
ତମେ ଖାଲି ମୋରି ପାଇଁ ।
ନୀରିହ ଆଖି
ମନେ ପଡ
ଭେଦଭାବ
ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର ସାତୋ ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମ...
କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ । କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ ।
ପ୍ରେମର ପ୍ରଥମ ରାତି ପ୍ରେମର ପ୍ରଥମ ରାତି
ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବୁକୁ କର ପସନ୍ଦ ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବ...
ସ୍ଵପ୍ନ ସ୍ଵପ୍ନ
ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ଯେବେ ଦେଖି ଦିଏ ମୋତେ ପ... ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ...
ମୋ ହୃଦ ଆଇନା ହେ କୁନ୍ଦ ନୟନା ସାତରଙ୍ଗୀ ଛବିବହି ମୋ ହୃଦ ଆଇନା ହେ କୁନ୍ଦ ନୟନା ସାତରଙ୍ଗୀ ଛବିବହି
ସମୁଦ୍ରର ବିଶାଳତା, ଶିଶିରର କ୍ଷୁଦ୍ରତାରେ ସଦା ଉଜ୍ଜୀବିତ ତା ସ୍ବପ୍ନର ଅନ୍ଧାରି ଇଲାକାରେ ।। ସମୁଦ୍ରର ବିଶାଳତା, ଶିଶିରର କ୍ଷୁଦ୍ରତାରେ ସଦା ଉଜ୍ଜୀବିତ ତା ସ୍ବପ୍ନର ଅନ୍ଧାରି ଇଲାକାରେ ।।
କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା । କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା ।
ବିଜୟ ଉଲ୍ଲାସ ପାଳିବା ବାବୁରେ ସକଳ ରହନ୍ତୁ ଭଲ । ବିଜୟ ଉଲ୍ଲାସ ପାଳିବା ବାବୁରେ ସକଳ ରହନ୍ତୁ ଭଲ ।
ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ। ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ।
ମଧୁବନ ଶୋଭନେ ପ୍ରିୟତମାଙ୍କ ଗହଣେ କାହ୍ନୁ ଯେ ଭାବରେ ବିହଳ ମଧୁବନ ଶୋଭନେ ପ୍ରିୟତମାଙ୍କ ଗହଣେ କାହ୍ନୁ ଯେ ଭାବରେ ବିହଳ
ପ୍ରିୟା ର ସନେଟ୍ ପ୍ରିୟା ର ସନେଟ୍
ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ମହାନଦୀରେ ଜ୍ୟୋତ୍ସ୍ନାବ... ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ...
ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ତୁମେ... ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ...
ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା
ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ସ୍ୱ।ର୍ଥ ତା ଆଗରେ ତ... ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ...
ଏବେ ତମକୁ ଆସିବାକୁ ହେବ ତୁମ ପ୍ରିୟା ପାଖକୁ . . . ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ ସେମାନେ ବି ଖୋଜନ୍ତି ... ଏବେ ତମକୁ ଆସିବାକୁ ହେବ ତୁମ ପ୍ରିୟା ପାଖକୁ . . . ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ ...
ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ। ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦା...
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...