STORYMIRROR

sonalika Dash sonalika Dash

Others

2  

sonalika Dash sonalika Dash

Others

ଭେଦଭାବ

ଭେଦଭାବ

1 min
168

ଗୋଟିଏ କୋଠା ଥିଲା ।ସେ କୋଠାଟି ଦୁଇ ତାଲା ବିଶିଷ୍ଟ ଥିଲା।ତଳେ ରହୁଥିଲେ ବ୍ରାହ୍ମଣ ପରିବାର। ମୁସଲମାନ ପରିବାର। ବ୍ରାହ୍ମଣ ପରିବାରରେ ଥିଲେ- ବାପା ମାଆ,ବଭାଇ ଭଉଣୀ। ମୁସଲମାନ ପରିବାରରେ ଥିଲେ- ବାପା ମାଆ ଦୁଇ ଭାଇ।

ବ୍ରାହ୍ମଣ ପରିବାର ସବୁବେଳେ ମୁସଲମାନ ପରିବାରକୁ ଖରାପ ବ୍ୟବହାର କରୁଥିଲେ। ବ୍ରାହ୍ମଣ ପରିବାରରେ ଏକ ଛୋଟ ଝିଅ ଥିଲା ।ମୁସଲମାନ ପରିବାରରେ ଗୋଟେ ଛୋଟ ପୁଅ ଥିଲା। ସେମାନେ ତ ଏତେ ଛୋଟ ପିଲା । 

ସେମାନେ ଭେଦଭାବ କ'ଣ ଜାଣି ପାରୁନାହାଁନ୍ତି। ଗୋଟିଏ ଦିନ ମୁସଲମାନ ପରିବାର ଓ ବ୍ରାହ୍ମଣ ପରିବାର ଝଗଡ଼ା ହେଇ ଗଲା।କାରଣ - ମୁସଲମାନ ମାନେ ବ୍ରାହ୍ମଣର ଲୁଗା ଶୁଖାଇ ଦେଇଥିଲେ । ତା ପରଦିନ ସକାଳେ ବ୍ରାହ୍ମଣ କିଛି ଜିନିଷ ଆଣିବାକୁ ଯାଇଥିବା ବେଳେ ତାର ଦୁର୍ଘଟଣା । ସେଇ ମୁସଲମାନ ତାକୁ ଡାକ୍ତରଖାନା ନେଇ ଗଲା।ଆଉ ତା ରକ୍ତ ବି ଦେଲା।ପରେ ବ୍ରାହ୍ମଣ ପରିବାର ସେଠି କି ଗଲେ।ଆଉ ନିଜ ଭୁଲ୍ ବୁଝିପାରିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sonalika Dash sonalika Dash