STORYMIRROR

Madhusmita nag

Romance

3  

Madhusmita nag

Romance

ମନ ମୋର ଅବୁଝା ଯେ ସାଥି ତୁମ ବିନା

ମନ ମୋର ଅବୁଝା ଯେ ସାଥି ତୁମ ବିନା

1 min
356

ମନ ମୋର ଅବୁଝା ଯେ ସାଥି ତୁମ ବିନା

ଇନ୍ଦ୍ରଧନୁ ର ସାତ ରଙ୍ଗେ ରଙ୍ଗେଈ ଦେଇ ଚାଲିଗଲ 

ଫୁଲ ର ବାସ୍ନା ହେଇ ପ୍ରେମ ର ବାର୍ତ୍ତା ଦେଇଗଲ

ମନ ମୋର ଅବୁଝା ଯେ ସାଥି ତୁମ ବିନା

ପ୍ରେମ କଣ ଜାଣି ନ ଥିଲି

ହୃଦୟ କୋହ ଜାଣି ନ ଥିଲି

ଶିଖେଇଛ ପ୍ରେମ ର ସୁଖ

ଶିଖେଇଛ ପ୍ରେମ ର ଦୁଃଖ

ମନ ମୋର ଅବୁଝା ଯେ ସାଥି ତୁମ ବିନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance