STORYMIRROR

Daitari Ojha

Romance

2  

Daitari Ojha

Romance

ମିଳନର ଆହ୍ୱାନ

ମିଳନର ଆହ୍ୱାନ

1 min
2.8K

ବରଷାର ରିମ୍ ଝିମ୍ ସୁର,ପ୍ରିୟା ପାଦେ ପାଉଁଜି ଅଧିର

ଭିଜି ଭିଜି ନାଚି ନାଚି ସିଏ, ହାତ ଠାରି ମୋତେ ଡାକ ଦିଏ

ଆସ ଆସ ପ୍ରିୟତମ ମୋର, ଭିଜି ଯିବା ଆନନ୍ଦ ବିଭୋର

ପ୍ରୀତି ତୁମ ପ୍ରେୟଶୀ ଝରଣା, ରୁଣୁଝୁଣୁ ପିରତୀ ମୂର୍ଛନା

ହେ ଆନନ୍ଦ ! ଆସ ପ୍ରିୟତମ, ମିଳନର କ୍ଷଣ ଅନୁପମ...!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Daitari Ojha

Similar oriya poem from Romance