Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Classics

4  

Manju Rath

Classics

ମା

ମା

1 min
310


ମା ମୁଁ ବଞ୍ଚିଛି 

ତୋ ମମତା ରେ 

ମା ମୁଁ ଅଛି 

ତୁ ଦେଇଥିବା ସଂସ୍କାର ରେ 


ମା ମୁଁ ହସୁଛି 

ଦୁଃଖ ସମୟରେ 

ତୋ ସଂଘର୍ଷ ର କାହାଣୀ କୁ 

ଆପଣେଇ ବାରେ 


ମା ମୁଁ ଭାବୁଛି ପଥର ହୋଇ 

ଜୀବନ ର ଜଟିଳତା ଭିତରେ 

ଖୋଜୁଛି ସାଧନା ର ତ୍ୟାଗ ରେ 

ତୁ ପାଖରେ ନ ଥିବା ବେଳେ 


ମା ମୁଁ କାନ୍ଦୁଛି 

ତୋ ଅନୁପସ୍ଥି ରେ 

ଲାଗୁଛି ଖାଲି ତୋ ବିନା 

ଏ ଶୁନ୍ଯ ଜଗତ 

ମୁଁ ଝୁଣ୍ଟି ପଡୁଛି

ଉଠେଇବା ବେଳକୁ 

ତୁ ନାହିଁ ମୋ ନିକଟେ 


ମା ମୁଁ ବଞ୍ଚିଛି 

ତୋ ଭଲପାଇବାର ନିସ୍ୱାର୍ଥ 

ଭାବନା ରେ 

ମା ମୁଁ ମୋ ଅସ୍ତିତ୍ବ ର ଉପହାର ମାଳା 

ତୁ ଦେଇଥିବା ଫୁଲ ର ବାସନା ଭିତରେ  ।



Rate this content
Log in

Similar oriya poem from Classics