STORYMIRROR

JP DEY

Classics Inspirational Others

4  

JP DEY

Classics Inspirational Others

ମା ସରସ୍ଵତୀ

ମା ସରସ୍ଵତୀ

1 min
11

କରୁଣା ମୟୀ ମା ଜଗତ ଜନନୀ 

କାମନା କରେ ତୋ ଆଶିଷ,

ଅଜ୍ଞାନ କୁ ମା ତୁହି ଆସରା

ତିମିର କୁ ମାଆ ବିନାଶ ‌।

  

 ତୋ କରୁଣା ବିନୁ ମହା କାଳି ଦାସ

ଥିଲା ଯେସନ ଗୋବର ଗଣେଷ,

ତୁହି ପରା ମା ସାତ ଜନ୍ମ ନାଶି

ଦେଲୁ ମା ଜ୍ଞାନ ର ପ୍ରକାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics