STORYMIRROR

JP DEY

Romance

3  

JP DEY

Romance

ରୂପ

ରୂପ

1 min
144

ରୂପ ମଧୁବନେ ସାମାଜ୍ଞୀ ଲୋ ତୁହିଁ

         ତୁଳନା ତୋହର କାହିଁ....

ଉର୍ମି ମାଳା ଭାଙ୍ଗି ବହି ଯାଉଁ ତୁହିଁ

         ଉଛଳା ଯୌବନ ନଇ....

ମକମଲି ଦେହେ ଆଭାର ତରଙ୍ଗେ

        ଶାଢ଼ୀ ଟିଏ ଯେବେ ପିନ୍ଧୁ.....

ଆଖି ଫେରେନାହିଁ ରୁପରୁ ତୋହର

        ରୁପ ମାୟା ଜାଲେ ଛନ୍ଦୁ....


Rate this content
Log in

Similar oriya poem from Romance