STORYMIRROR

satyabrata dhal

Romance

3  

satyabrata dhal

Romance

କ୍ୟୁଟ୍ କ୍ୟୁଟ୍

କ୍ୟୁଟ୍ କ୍ୟୁଟ୍

1 min
142

କ୍ୟୁଟ୍ ତୁମର ହସ ସାଂଗକୁ

କ୍ୟୁଟ୍ ତୁମର ବେଶ

କ୍ୟୁଟ୍ ତୁମର କଥାବାର୍ତ୍ତା ସବୁ

କ୍ୟୁଟ୍ ତୁମର ବାସ

କ୍ୟୁଟ୍ ତୁମର ଓଠ ଲିପଷ୍ଟିକ୍

କ୍ୟୁଟ୍ ତୁମର ନାମ

କ୍ୟୁଟ୍ ସହରେ ରହୁଅଛ ତୁମେ

କ୍ୟୁଟ୍ ତୁମର କାମ

କ୍ୟୁଟ୍ ତୁମର ବାଙ୍କ ଚାହାଣି

କ୍ୟୁଟ୍ ଆଖିର କଜଳ

କ୍ୟୁଟ୍ ତୁମର ଘନ କଳାକେଶ

କ୍ୟୁଟ୍ ନୟନ ଯୁଗଳ

କ୍ୟୁଟ୍ ତୁମର କାନର ଝୁମୁକା

କ୍ୟୁଟ୍ ତୁମର ଟିକିଲି

କ୍ୟୁଟ୍ ତୁମର ଗଭାର ଗଜରା

କ୍ୟୁଟ୍ ତୁମର ଷ୍ଟାଇଲି

କ୍ୟୁଟ୍ ତୁମର ସେ ଗୋରାଗାଲକୁ

କ୍ୟୁଟ୍ ତୁମର ଚଷମା

କ୍ୟୁଟ୍ ତୁମର ଗଳା ମୋତିହାର

କ୍ୟୁଟ୍ ତୁମର ଗାରିମା

କ୍ୟୁଟ୍ ତୁମର ହାତେ ଚିତାକୂଟା

କ୍ୟୁଟ୍ ଉଛୁଳା ଯୌବନ

କ୍ୟୁଟ୍ ତୁମର ସେଲ୍ଫି ପୋଜ୍

କିଣି ନେଉଅଛି ମୋ ମନ

କ୍ୟୁଟ୍ ତୁମର ଅଂକାବଂକା ଚାଲି

କ୍ୟୁଟ୍ ତୁମର ବଚନ

ଗୋଟାପୁଣି ଲାଗ କ୍ୟୁଟ୍ କ୍ୟୁଟ୍

ନିଇତି ଦେଖେ ମୁଁ ସପନ



Rate this content
Log in

Similar oriya poem from Romance