STORYMIRROR

JAYASHREE PRIYADARSHINI MOHAPATRA

Romance

2  

JAYASHREE PRIYADARSHINI MOHAPATRA

Romance

କଥା ରହିଗଲା ବାକି

କଥା ରହିଗଲା ବାକି

1 min
13.4K


ଦେଖିବାକୁ ଟିକେ ଇଚ୍ଛା ଥିଲା ମୋର ପାରିଲିନି ଆଉ ଦେଖି

ପ୍ରତାରଣା ଏବେ ବାଧକ ସାଜିଲା ଛଳନା ରହିଲା ସାକ୍ଷୀ

ପଛକୁ ଅନାଇ ପାରିଲିନି ମୁଁ

ଆଖିର ଲୁହକୁ ଜାକି

କଥା ରହିଗଲା ବାକି...

ତୁମେ ରହିଗଲ ମନମନ୍ଦିରରେ

ପୂଜିବି କାହାକୁ କିମ୍ପାଇଁ

ବର୍ଷା ଲୁଚିଗଲା କଳା ବାଦଲରେ

ଚାତକ ରହିଛି ଚାହିଁ....

ସ୍ୱାର୍ଥପର ଏହି ଦୁନିଆରେ ମୋର

ଆଜି କେହି ଜଣେ ନାହିଁ

ସ୍ମୃତିକୁ ସାଉଁଟି ବଞ୍ଚିଛି ମୁଁ ଏକା

ଖାସ୍ ତୁମରି ପାଇଁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from JAYASHREE PRIYADARSHINI MOHAPATRA

Similar oriya poem from Romance